March 06, 2017

Lesson Plan on Geography - 5 E model

Dear Friends

We have decided to develop 5 E model lesson plan in different subjects and transact it in elementary classroom and share.
The lesson plans you have given  are in different formats. Please refer this plan and give your feedback.
Best wishes 
Lipika Sahu

ପାଠଯୋଜନା  (Lesson Plan)- Geography
5 E Model
ସାଧାରଣ ତଥ୍ୟ (General Information)
ପାଠ ଉଦ୍ଦେଶ୍ୟ(Lesson Objectives)
ଶିକ୍ଷଣ ସାମଗ୍ରୀ (Learning Materials)
ତାରିଖ           :
ବିଦ୍ୟାଳୟ       :
ସମୟ            :
ଶ୍ରେଣୀ            :
ନିର୍ଘଣ୍ଟ            :
ବିଷୟ            :
ପ୍ରସଙ୍ଗ           :
ଶିକ୍ଷାର୍ଥୀ,
1.କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ଅବସ୍ଥିତିକୁ ବର୍ଣନା କରିବେ ।
2. କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ବୃଷ୍ଟିପାତ, ତାପମାତ୍ରା, ବୃକ୍ଷଲତା ଓ ଭୂମି ବିଷୟରେ କହିବେ ।
3.କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ଆବଶ୍ୟକତାକୁ ବୁଝାଇବେ ।
4.କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ ।

             
ଭାରତର ଅରଣ୍ୟ ଚିତ୍ର, ପ୍ରାକୃତିକ ଉଦ୍ଭିଦ ମାନଚିତ୍ର, ରାଜନୈତିକ ମାନଚିତ୍ର, Video clipping, ପାଠ୍ୟ ପୁସ୍ତକ, ରଙ୍ଗଡଭା, ତୂଳି, ପ୍ରଶ୍ନକାର୍ଡ 
Stage
(ସୋପାନ)

Learning Outcomes
(ଶିକ୍ଷଣ ଫଳ)

Learning Process
ଶିକ୍ଷଣ ପ୍ରକ୍ରିୟା
Learning Materials / B. B. Work
ଶିକ୍ଷଣ ସାମଗ୍ରୀ / କଳାପଟା କାର୍ଯ୍ୟ
Engage











Explore


























Explain















Elaborate










Evaluation
ପୂର୍ବଜ୍ଞାନ ବିଷୟରେ ଆଲୋଚନା (ଅରଣ୍ୟ ଓ ତାର ଭିନ୍ନତା ଓ ସମତା ଦର୍ଶାଇବେ )









କ୍ରାନ୍ତୀୟ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟ ଅବସ୍ଥିତିର ଧାରଣା ଉପସ୍ଥାପନ କରିବେ

















ବୃଷ୍ଟପାତ, ବୃକ୍ଷଲତା ଓ ଏଗୁଡିକର ଆବଶ୍ୟକତା ଲେଖିବେ




ଅରଣ୍ୟର ପାର୍ଥକ୍ୟ, ସମତା, ଆବଶ୍ୟକତା କହିବେ













ଓଡିଶାରେ ଓ ଭାରତରେ କେଉଁ ଅଞ୍ଚଳରେ ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ ତାର ଉଦ୍ଧହରଣ ଦେବେ 








କ୍ରାନ୍ତୀୟ ପର୍ଣ୍ଣମୋଚୀ ଓ କ୍ରାନ୍ତୀୟ ଚିରହରିତ ଅରଣ୍ୟ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବେ
ଶିକ୍ଷକ ଭାରତରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଅରଣ୍ୟର ଚିତ୍ର କିମ୍ବା Video Cliping ଦେଖାଇ ନିମ୍ନ ପ୍ରଶ୍ନଗୁଡିକୁ ପଚାରି ଆଲୋଚନା ଆରମ୍ଭ କରିବେ ।
· କେତେ ପ୍ରକାର ଅରଣ୍ୟ ଦେଖୁଛ ?
· ଏହି ଅରଣ୍ୟ ମାନଙ୍କ ମଧ୍ୟରେ କି ପ୍ରକାର ଭିନ୍ନତା ଓ ସମତା ଲକ୍ଷ୍ୟ କରୁଛ?
· ଏହି ପ୍ରକାର ଭିନ୍ନତାର କାରଣ କଣ ହୋଇପାରେ ।

ସଂକ୍ଷେପଣ:
ଏକ ପ୍ରକାରର ବୃକ୍ଷ ବିଭିନ୍ନ ପ୍ରକାର ଅରଣ୍ୟରେ ଦେଖାଯାଉଛି । ବିଭିନ୍ନ ପ୍ରକାର ବୃକ୍ଷ ଏକ ଅରଣ୍ୟରେ ଦେଖାଯାଉଛି । ଜଳବାୟୁର ଉପାଦାନ ଓ ଭୌଗୋଳିକ ଅବସ୍ଥିତି ଏଥିପାଇଁ ଦାୟୀ । ଆଜି ସେହି ବିଷୟରେ ଆଲୋଚନା କରିବା  ।

ଶିକ୍ଷଣ କାର୍ଯ୍ୟ -୧
ଶିକ୍ଷକ ପ୍ରଥମେ ପୂର୍ଣ୍ଣ ଶ୍ରେଣୀକୁ ୪/୫ଟି ଦଳରେ ବିଭକ୍ତ କରିବେ । ପ୍ରତିଦଳ ୪/୫ ଟି ପିଲାଙ୍କୁ ନେଇ ଗଠିତ ହେବ । ପ୍ରତିଦଳକୁ ଭାରତର ପ୍ରକୃତିକ ଉଦ୍ଭିଦ ମାନଚିତ୍ର ଓ ରାଜନୈତିକ ମାନଚିତ୍ର ଦିଆଯିବ ।  ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ରଙ୍ଗକୁ ଦେଖି ଶିକ୍ଷାର୍ଥୀମାନେ ନିଜ ନିଜ ଦଳରେ ମାନଚିତ୍ରରେ ଥିବା ଅଞ୍ଚଳ/ରାଜ୍ୟ ଗୁଡିକୁ ସେହି ନିର୍ଦ୍ଧିଷ୍ଟ ରଙ୍ଗ ଦ୍ଵାରା ନିରୂପଣ କରିବେ ଏବଂ ଅନ୍ୟ ଦଳ ମଧ୍ୟରେ ଅଦଳବଦଳ କରି ଠିକ କରି ନେବେ ।

ଶିକ୍ଷଣ କାର୍ଯ୍ୟ -୨
ଶିକ୍ଷକ ନିର୍ଦ୍ଧିଷ୍ଟ ପାଠ୍ୟପୁସ୍ତକଟିକୁ (ପୃଷ୍ଠା 67-68) ଶିକ୍ଷର୍ଥୀ ମାନଙ୍କୁ ୬/୭ ମିନିଟ ସମୟରେ ପଢିବା ପାଇଁ କହିବେ । ଶିକ୍ଷକ ଶିକ୍ଷାର୍ଥୀ ମାନଙ୍କୁ ବହିରେ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର କେଉଁ ସବୁ ଦିଗ ଉପରେ ଆଲୋଚନା କରାଯାଇଛି ତାହା କହିବା ପାଇଁ ସୂଚନା ଦେବେ ।  (ଶିକ୍ଷକ-ବୃଷ୍ଟିପାତ, ଅରଣ୍ୟ, ବୃକ୍ଷଲତା, ଅଞ୍ଚଳ ଓ ଆବଶ୍ୟକତା- ଏହି ଦିଗ ଗୁଡିକ  ବିଷୟରେ କହିବେ ଓ ଦିଆଯାଇଥିବା ସାରଣୀ ପୂରଣ କରିବେ)

ଶିକ୍ଷାର୍ଥୀମାନେ ବହି ନଦେଖି ସାରଣୀ ପୂରଣ କରିବେ । ଗୋଟିଏ ଦଳରେ ଉତ୍ତର ଅନ୍ୟଦଳ ବହି ଦେଖି ସଂଶୋଧନ କରିବେ। ଶ୍ରେଣୀରେ ସରଣିତିକୁ ଦଳଗତ ଭିତରେ ଉପସ୍ଥାପନ କରିବେ । ଶିକ୍ଷକ ସଂକ୍ଷେପଣ କରିବେ ।
ସାରଣୀ ୧
କ୍ରମିକ ନମ୍ବର
ଅରଣ୍ୟ
ବୃଷ୍ଟିପାତ
ବୃକ୍ଷଲତା
ଅଞ୍ଚଳ/ରାଜ୍ୟ
ଆବଶ୍ୟକତା
ଚିରହରିତ




ପର୍ଣ୍ଣମୋଚୀ




ଶୁଷ୍କ




ଆର୍ଦ୍ର





ଶିକ୍ଷକ ନିମ୍ନ ପ୍ରଶ୍ନ ଗୁଡିକ ଶିକ୍ଷାର୍ଥୀ ମାନଙ୍କୁ ପଚାରି ସେଗୁଡିକର ଉତ୍ତର ଶ୍ରେଣୀରେ ଆଲୋଚନା କରିବେ ।
ଆଲୋଚନା ପ୍ରଶ୍ନ:
1.   ଚିରହରିତ ଅରଣ୍ୟର ନାମକରଣ ଯଥାର୍ଥତା ବୁଝାଅ ।
2.   ପର୍ଣ୍ଣମୋଚୀ ଅରଣ୍ୟରେ ବୃଷ୍ଟି ଗୁଡିକ ଏକ ନିର୍ଦ୍ଧିଷ୍ଟ ସମୟରେ ପତ୍ରଝଡା ଦେଇଥାନ୍ତି, କାହିଁକି?
3.   ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ଗୁଡିକ ଦର୍ଶାଅ  







ଶିକ୍ଷଣ କାର୍ଯ୍ୟ -୩
ଦଳରେ ଆଲୋଚନା କରି ଓଡିଶାରେ ଓ ଭାରତରେ ଅରଣ୍ୟର ବାହୁଲତା ଓ ବିବିଧତା ସମ୍ପର୍କରେ ପ୍ରଶ୍ନ କାର୍ଡ ରେ ଥିବା ନିମ୍ନ ପରସନ୍ର ଉତ୍ତର ଦେବେ
1.  ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ ଓଡିଶାର କେଉଁ କେଉଁ ଅଞ୍ଚଳରେ ଦେଖାଯାଏ ?
2.  ଭାରତରେ କେଉଁ ପ୍ରକାର ଅରଣ୍ୟ ବହୁଳ ପରିମାଣରେ ଦେଖାଯାଏ  ଓ କାହିଁକି ?
3.   ଭାରତରେ ପର୍ଣ୍ଣମୋଚୀ ଅରଣ୍ୟ ନଥିଲେ କି ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ?
4.  ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପଶ୍ଚିମ ପାର୍ଶ୍ଵରେ ଭିନ୍ନ ଭିନ୍ନ ପ୍ରକାରର ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ କାହିଁକି?

ଶିକ୍ଷଣ କାର୍ଯ୍ୟ -୪
ପ୍ରଶ୍ନ ୧ –   ସ୍ତମ୍ଭରେ ଦିଆଯାଇଥିବା ପ୍ରତ୍ୟେକ ଅରଣ୍ୟକୁ ସ୍ତମ୍ଭର ସମ୍ପୃକ୍ତ ବୃକ୍ଷ ସହ ଯୋଡି ଲେଖ ।

ଚିରହରିତ
ନିମ୍ବ
ଆର୍ଦ୍ର ପର୍ଣ୍ଣମୋଚୀ
ସୁନ୍ଦରି
ଶୁଷ୍କ ପର୍ଣ୍ଣମୋଚୀ
ଶାଗୁଆନ


ଏବୋନି
ପ୍ରଶ୍ନ ୨- ଭାରତର ପଶ୍ଚିମ ଓ ଦକ୍ଷିଣ ପ୍ରାନ୍ତ ରାଜ୍ୟ ଗୁଡିକରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ କାହିଁକି ?
ପ୍ରଶ୍ନ ୩- ଓଡିଶାର ନଦୀ ମାନଚିତ୍ର ଦେଖି କେଉଁ କେଉଁ ନଦୀର ଅବବାହିକା ଅଞ୍ଚଳରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ ସଙ୍କେତ / ରଙ୍ଗ ମାଧ୍ୟମରେ ଦେଖାଅ ।
ପ୍ରଶ୍ନ ୪ – ପର୍ଣ୍ଣମୋଚୀ ଅରଣ୍ୟ ଓଡିଶାର ଅର୍ଥନିତୀକୁ କିପରି ପ୍ରଭାବିତ କରେ ? ଦୁଇଟି ଉଦାହରଣ ଦିଅ ।
ପ୍ରଶ୍ନ ୫- ଚିରହରିତ ଅରଣ୍ୟର ବୃକ୍ଷ ଗୁଡିକ ପ୍ରତିଯୋଗୀତା କଲା ଭଳି ବଢନ୍ତି କାହିଁକି?

ଗୃହକର୍ମ:- ଭାରତର ରେଖାଙ୍କିତ ମାନଚିତ୍ର ଅଙ୍କନ କରି ସେଥିରେ ଚିରହରିତ ଓ ପର୍ଣ୍ଣମୋଚୀ ଅରଣ୍ୟର ବୃକ୍ଷ ଗୁଡିକର ଚିତ୍ର ସଂଗ୍ରହ କରି ଉପଯୁକ୍ତ ଅଞ୍ଚଳରେ ଅଠାଦେଇ ଲଗାଅ ।

ଅରଣ୍ୟର ଚିତ୍ର, Video Cliping











ପ୍ରକୃତିକ ଉଦ୍ଭିଦ ଓ ରାଜନୈତିକ ମାନଚିତ୍ର
ରଙ୍ଗ ଓ ତୁଳି




ବୃଷ୍ଟିପାତ, ଅରଣ୍ୟ, ବୃକ୍ଷଲତା









ପାଠ୍ୟପୁସ୍ତକ
ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ
ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ







·     ଅରଣ୍ୟର ଗଛଗୁଡିକ ସବୁଜ ପତ୍ରରେ ବର୍ଷସାରା ଆଚ୍ଛାଦିତ ହୋଇ ସବୁଜ ଦିଶନ୍ତି।
·     ବର୍ଷାର ଅଭାବ
·     ବର୍ଷସାରା ସବୁଜ-ପତ୍ରଝଡା ହୁଏ
·     ଚିରହରିତ ଅରଣ୍ୟର କାଠ ବାଣିଜ୍ୟ ଉପୋଯୋଗୀ
·     ପର୍ଣ୍ଣମୋଚୀ ଅରଣ୍ୟର କାଠ ରେ ମୂଲ୍ୟବାନ ସାମଗ୍ରୀ ହୁଏ
·     ଆର୍ଦ୍ର ଅରଣ୍ୟ -ବୃଷ୍ଟିପାତ ଅଧିକ
·     ପର୍ଣ୍ଣମୋଚି ଅରଣ୍ୟ –ସ୍ୱଳ୍ପ ବୃଷ୍ଟିପାତ
·     ଆର୍ଦ୍ର ଅରଣ୍ୟ – ଘଞ୍ଚ
·     ପର୍ଣ୍ଣମୋଚୀ –କମ ଘଞ୍ଚ 

ପ୍ରଶ୍ନ କାର୍ଡ



5 comments:

  1. Thank you madam for the 5E lesson plan in geography.It will help us to develop our plan in different subject. I have some doubts and want to clarify if possible.
    1. shall we write sankhyepan in engage stage.
    2. learning outcome of Elaboration step is not written in objective. It seems as the application part so we should write or not?
    3. In evaluation step also we will write learning activity or evaluation activity?
    4. shall we ask understanding based question in explain stage and evaluation stage without discussing regarding that during the learning process like-question no 3 of learning activity-2.
    jayanti

    ReplyDelete
    Replies
    1. Good observations Jayanti Madam

      Delete
    2. In my opinion, from the introduction stage, students must know the objectives of teaching.In explain stage, we can ask understanding type of questions.in assessment for learning, assessment can be used for learning. Explain is the follow up part of explore. We will read more on 5 E model and analyze. Thanks for your feedback

      Delete
  2. Thank u madam for this lesson plan n i will try to modify my plan accordinhly

    ReplyDelete